Ultimate magazine theme for WordPress.

କରୋନା ରୋକିବ ଗଞ୍ଜେଇ ! || Study Finds Cannabis May Prevent COVID-19 Infection || Odisha Reporter

0



ଗଞ୍ଜେଇକୁ ସମସ୍ତେ ନିଶା ଭାବେ ବିବେଚନା କରନ୍ତି । ହେଲେ ଏହାର ଅନେକ ଔଷଧୀୟ ଗୁଣ ରହିଛି । କୋଭିଡ ଭୂତାଣୁକୁ ରୋକିବାରେ ହେଉଛି ସଫଳ । ଗଞ୍ଜେଇ ବ୍ୟବହାରକାରୀଙ୍କୁ ଖରାପ ନଜରରେ ଆମେ ଦେଖୁ । ଅନେକ ଦେଶ ଗଞ୍ଜେଇ ଚାଷ ଓ ଉତ୍ପାଦନକୁ ମଧ୍ୟ ଅନୁମତି ମିଳୁଛି । ଓଡିଶାରେ କିନ୍ତୁ ବେଆଇନ ଘୋଷିତ ହୋଇଛି ।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

source

Leave A Reply

Your email address will not be published.